ନବୀନ VS ସ୍ମିତି ଇରାନୀ

0
212

ଭୁବନେଶ୍ୱର : ଓଡ଼ିଶାର ବିଜେପୁର ଉପ ନିର୍ବାଚନ ପ।ଇଁ ପ୍ରଚାର ଜୋରଦାର ଜ।ରି ରହିଛି । ବିଭିନ୍ନ ଦଳ ପ୍ରଚ।ର ମଇଦ।ନରେ ଓଲିଓଡ଼ କଳ।କ।ରଙ୍କୁ ନେଇ ବିରୋଧୀ ଦଳ ବିରୋଧରେ ଜୋରଦ।ର ପ୍ରଚ।ର ଚଳ।ଇଛନ୍ତି ।ଠିକ ଏହି ସମୟରେ ଆଜି ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ଦରଫରୁ କେନ୍ଦ୍ରମନ୍ତ୍ରୀ ସ୍ମିତି ଇରାନୀ ପ୍ରଚ।ର ମଇଦ।ନକୁ ଓହ୍ଲାଇବେ । ପୂର୍ବରୁ
ରାଜ୍ୟସ୍ତରୀୟ ଟାଣୁଆ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି ।
ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ବରପାଲିରେ ପୂର୍ବାହ୍ନ ୧୧:୩୦ରେ ପହଚିଂ ବରପାଲି ଛକ ନିକଟରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ । ଏହାପରେ ଶ୍ରୀ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ କଲାପରେ ରୋଡ଼୍ ଶୋ’ରେ ବାହାରିବେ । ପରେ କୁମ୍ଭାରୀ, ଅଗଲପୁରରରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ପ୍ରଚାର ପାଇଁ ବରଗଡ଼ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ । ଅପରପଟେ କେନ୍ଦ୍ରମନ୍ତ୍ରୀ ସ୍ମିତି ଇରାନୀ ୧୧ଟା ୧୫ରୁ ୧୨ଟା ୧୫ ଗାଇସିଲେଟ, ୧୨ଟା ୩୫ରୁ ୧ଟା ୩୫ ବିଜେପୁରରେ ନିର୍ବାଚନ ପ୍ରଚାର ସାରି ମଧ୍ୟାହ୍ନଭୋଜନ କରିବେ। ପରେ ୨ଟା ୪୦ରୁ ୩ଟା ୪୦ ପର୍ୟ୍ୟନ୍ତ ମେହେର ପଡ଼ିଆରେ ବିଜେପି ପାଇଁ ନିର୍ବାଚନ ପ୍ରଚାର ସ।ରି ଦିଲ୍ଲୀ ଫେରିଯିବେ ।

LEAVE A REPLY

Please enter your comment!
Please enter your name here