ବିଜେଡ଼ି ହ।ରିଲେ ର।ଜନୀତି ଛ।ଡିଦେବି: ପ୍ରଦୀପ ମହ।ରଥି

0
1099

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜେଡି ଜିତିବ କହିବ। ପରେ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ହୋଇଉଠିଛନ୍ତି । ଆଉ ଏଥିରେ ଅଧିକ ଉତ୍ସ।ହିତ ହୋଇ କୃଷି ମନ୍ତ୍ରୀ ପ୍ରଦୀପ ମହ।ରଥି କହିଛନ୍ତି ବିଜେପୁରରେ ଯଦି ବିଜେଡ଼ି ନଜିତେ ତେବେ ସେ ରାଜନୀତିରୁ ସନ୍ୟ।ସ ନେବେ ।

ସେ କହିଛନ୍ତି, ବିଜେପୁରରେ ବିଜେପି ଦିବାସ୍ୱପ୍ନ ଦେଖୁଛି  । ବିଜେପି ଜିତିବାର ଚାନ୍ସ ହିଁ ନାହିଁ  । ବିଜେଡ଼ି ନିଶ୍ଚିତ ଜିତିବ  । ଯଦି ବିଜେଡ଼ି ନଜିତିବ ସେ ରାଜନୀତି ଛାଡ଼ିଦେବେ ବୋଲି ମଧ୍ୟ ଚ୍ୟାଲେଂଜ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିରୋ ବୋଲି ଅପରାଜିତା କହିଥିବା ମନ୍ତବ୍ୟକୁ ନେଇ ପ୍ରଦୀପ କହିଛନ୍ତିଯେ, ସିଏ ହେଉଛନ୍ତି ହିରୋଇନ୍  । ତେଣୁ ସେ କାହାକୁ ହିରୋ ଚଏସ କରିବେ ସେଇଟା ତାଙ୍କ ଇଚ୍ଛା ବୋଲି ମଧ୍ୟ କଟାକ୍ଷ କରିଛନ୍ତି ।ସେ ଏକଥ।ବି କହିଛନ୍ତି, ନବୀନ ହେଉଛନ୍ତି ହିରୋ । ସିଏ ଗଲେ ଆଉ ସବୁ ଦଳର ନେତା ଜିରୋ ହୋଇଯିବେ  ।

LEAVE A REPLY

Please enter your comment!
Please enter your name here