ଦିଲ୍ଲୀରେ ନବୀନଙ୍କୁ ଭେଟିଲେ ନରସିଂହ ମିଶ୍ର ।

0
286

ଭୁବନେଶ୍ୱର : ଗତକାଲି ର।ଜଧ।ନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟଘ।ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନବୀନଙ୍କୁ ସ।କ୍ଷ।ତ କରିଛନ୍ତି   । ଯାହାକୁ ନେଇ ର।ଜ୍ୟ ର।ଜନିତୀରେ  ଆଲୋଚନା ଜୋର ଧରିଛି । ଦିଲ୍ଲୀରେ ଥିବା ନବୀନଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here