ପାଣ୍ଡିଆନଙ୍କ ଘର ଉପରେ ହୋଇଥିବା ଆକ୍ରମଣର ନିଆଯିବ କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ

0
209

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଇଏଏସ ସଂଘ ସମେତ ବିଭିନ୍ନ ସଂଗଠନ ତାଙ୍କୁ ଭେଟି
ପାଣ୍ଡିଆନଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ପ।ଇଁ ଦ।ବି ଜଣ।ଇବ। ପରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଦୁଭାର୍ଗ୍ୟଜନକ ବୋଲି ଅଭିହିତ କରିବା ସହ କାର୍ଯ୍ୟାନୁଷ୍ଠାନ ହେବବୋଲି କହିଛନ୍ତି  ।

ସୂଚନାଯୋଗ୍ୟଯେ, ଆଇଏଏସ ଅଫିସରଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣ।ରେ ଆଇଏଏସ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  । ଆଇଏଏସ ସଂଘ ସମେତ ଓଏଏସ ସଂଘ, ଓପିଏସ ସଂଘ, ସୂଚନା ସେବା ସଂଘ, ସଚିବାଳୟ ମୋଟରଯାନ ସଂଘ, ବିଭାଗୀୟ ମୁଖ୍ୟ ଦପ୍ତର ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି  । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଯେଭଳି ଏମିତି ଘଟଣା ନଘଟେ ସେଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦ।ବି ଜଣ।ଇଛନ୍ତି ।

LEAVE A REPLY

Please enter your comment!
Please enter your name here