ର।ଜେଶ୍ବରୀଙ୍କ ବିରୋଧରେ ସମସ୍ତ ଦଫ। ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
101

ଭୁବନେଶ୍ୱର : ତଲ।ସ।ରି ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ କରି କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ର।ଜେଶ୍ବରି କ।ମିଲ।ଙ୍କ ଉପରୁ ସବୁ ଦଫ। ପ୍ରତ୍ୟ।ହୃତ କରିବାକୁ ଆଜି ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ନିଦେ୍ର୍ଧଶ ଦେଇଛନ୍ତି  ।

ସୂଚନାଯୋଗ୍ୟଯେ, ବ।ଲେଶ୍ବର ଜିଲ୍ଲା ତଳସାରୀ ମହୋତ୍ସବ ବେଳେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ରାଜେଶ୍ୱରୀ ନ।ମ୍ମୀ ମହିଳା ଅଣ୍ଡା ଫିଙ୍ଗିଥିଲେ  । ପୋଲିସ ତ।ଙ୍କୁ କାବୁ କରି ପୁଲିସ ବାହାରକୁ ନେଇଥିଲେ  । ସେହି ସମୟରେ ବିଜେଡ଼ି କର୍ମୀମାନେ ତାଙ୍କୁ ପିଟିଥିବା ଦେଖିବାକୁ ମିଳିଥିଲା । ପୁଲିସ ରାଜେଶ୍ୱରୀଙ୍କୁ ହାଜତକୁ ନେବା ସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ୩୦୭ ଦଫା ଲଗାଇ ପରେ ହଟାଇବାକୁ ବାଧ୍ୟ ହୋଇଥିଲା  । ଏବେ ରାଜେଶ୍ୱରୀ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଥିବାବେଳେ ଜଳେଶ୍ୱର କୋର୍ଟ ତାଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି  । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ମହିଳାଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here