କୁନ୍ଦୁଲି ଯିବ ଜାତୀୟ ଏସସି କମିଶନର ୩ ଜଣିଆ ଟିମ୍  

0
124

ଭୁବନେଶ୍ୱର : ଆସନ୍ତା ୧୧ ତାରିଖରେ କୁନ୍ଦୁଲି ଯିବ ଜାତୀୟ ଏସସି କମିଶନର ଏକ ୩ ଜଣିଆ ଟିମ୍ ଏହି ଟିମ୍ କୁନ୍ଦୁଲି ପୀଡିତାଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟାର ସରଜମିନ୍ ତଦନ୍ତ କରିବ । ଯଦି ଆବଶ୍ୟକ ମନେକରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ମଧ୍ୟ ଏହି ଟିମ୍ ପଚରାଉଚରା କରିବ ।

ଖବର ମୁତାବକ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ରିଟ୍ ପିଟିସନ୍ ଦେଇଥିଲେ ।ଏହି ଆଧାରରେ ଉକ୍ତ ଘଟଣାରେ ଏସସି କମିଶନ ଅଧ୍ୟକ୍ଷ ରାମକୃଷ୍ଣ କାଠେରିଆ ହସ୍ତକ୍ଷେପ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here