ପ୍ରଥମ ଥର ସତକୁ ମିଛ କହି ନିଜ ପାଖେ ହାରି ମୁଁ ଗଲି।

0
116

ପ୍ରଥମ ଥର ସତକୁ ମିଛ କହି
ନିଜ ପାଖେ ହାରି ମୁଁ ଗଲି।

ବ୍ରେକ୍ ଫାଷ୍ଟ ବେଳେ ବୋଧେ
ଡିନର୍ ଅଡର ଦେଲି।

ସକାଳୁ ସକାଳୁ ପାଣିଗ୍ଲାସ ରେ…
ଦିନ ସାରା ଭୋକ ମେଣ୍ଟାଇଲି।

Sorry କହିଲି, ଭୁଲ ମାଗିଲି..
ଉତ୍ତର ରେ,ସାରା ଜୀବନ ପାଇଁ..
ଖାଲି ଗ୍ଲାସ ହିଁ ପାଇଲି ।

କି”ବେଳେ ଖେଚେଡି ବସେଇଲି..
ବିନା ପରିବା,ଲୁଣବିନା..
ସ୍ବାଦ ହିନ କଲି।

ଖେଚେଡି ସହ ସେ ଡାଲମା
ଆରମ୍ଭ ରୁ କଲି ପାଣିଚିଆ।

ତେଲ,ଲୁଣ,ମସଲା ବିନା..
ହାଣ୍ଡି ଆଉ ବସେଇବିନି…
କର ଯତେ ପଛେ ତୁମେ ବାହାନା

ସେ ଚୁଲି,ହାଣ୍ଡି,ଜାଳ ଛାଡିଲି ଆଜି..
ଗ୍ୟାସ୍ ଆଣିବତ ରୋଷେଇ ଶାଳେ ମୁଁ ପ୍ରବେସିବି।

ଅନ୍ୟ ଏକ ବାଣୀ ଶ୍ରବଣ କରି…
ମିଥ୍ୟା ବୋଲି ଭାବି ନ ଫିଙ୍ଗ…
ସତ୍ୟ କୁ ପାନଛେପ କରି ।

ପ୍ରାତଃ ର ମୋ ସବୁ ବାଣୀ…
ସତ୍ୟ,ଅବଶ୍ୟ…..

ନଥିଲା ମିଥ୍ୟା…
ମୋ ସବୁ କାବ୍ୟ ପରି।
ମିତାଲି….

LEAVE A REPLY

Please enter your comment!
Please enter your name here