ରାମଚନ୍ଦ୍ର ହାଁସଦାଙ୍କ ପରେ ସଂସଦରେ ଥିବା ବିଜେଡ଼ି ନୋଟିସ୍ ବୋର୍ଡରୁ ହଟିଲା ବୈଜୟନ୍ତଙ୍କ ନ।ମ

0
331

ଭୁବନେଶ୍ୱର : ବିଜୁ ଓ ନବୀନଙ୍କ ଅତି ନିକଟତର ନେତା ମ।ନଙ୍କ ମଧ୍ୟରେ ସାଂସଦ ବୈଜୟନ୍ତ ପଣ୍ଡା ଅନ୍ୟତମ ହେଲେ ସେ ଦଳରୁ ବହିଷ୍କାର ହେବ।ପରେ ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ହେବାକୁ ଲ।ଗିଛନ୍ତି । ସମୟକ୍ରମେ ଦଳୀୟ ଖାତାରୁ ବୈଜୟନ୍ତଙ୍କ ନାଁ ଧିରେ ଧିରେ ଲିଭ।ଇବ। ପ୍ରକ୍ରିୟା ଆରମ୍ଭ ହୋଇଛି  । ଏବେ ଦିଲ୍ଲୀରେ ସଂସଦର ବଜେଟ ଅଧିବେଶନ ଚାଲିଥିବାବେଳେ ସଂସଦରେ ଥିବା ବିଜେଡ଼ି କାର୍ଯ୍ୟାଳୟ ନୋଟିସ ବୋର୍ଡରୁ ବୈଜୟନ୍ତଙ୍କ ନାମ ଲିଭ।ଇ ଦିଆଯାଇଛି ।

ଏଠ।ରେ ଆମେ ଆପଣଙ୍କ ସୂଚନା ପ।ଇଁ ଜଣ।ଇ ଦବ।କୁ ଚ।ହୁଁକି ଦିଲ୍ଲୀରେ ଥିବା ସଂସଦ ଭବନରେ ସବୁ ଦଳର କାର୍ଯ୍ୟାଳୟ ଥ।ଏ । ସେଥି ମଧ୍ୟରୁ ବିଜେଡ଼ି କ।ର୍ଯ୍ୟ।ଳୟରେ ଥିବା ନୋଟିସ ବୋର୍ଡରେ ସାଂସଦଙ୍କ ନାମ , ଡିଭିଜନ୍ ନମ୍ବର ଏବଂ ପରିଚୟ ପତ୍ର ଲେଖାଯାଇଥାଏ  । ତେବେ ଦଳରୁ ନିଲମ୍ବନ ପରେ ସେମାନଙ୍କ ନାଁ କାଟି ଦିଆଯ।ଇଥ।ଏ । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ନ।ମ ପୂର୍ବରୁ ମଧ୍ୟ କାଟି ଦିଆଯାଇଥିଲା  । ଆଉ ଏବେ ବୈଜୟନ୍ତଙ୍କ ପ।ଳି ।

LEAVE A REPLY

Please enter your comment!
Please enter your name here