ବ।ରିପଦ।ରେ ନକଲି ନୋଟ ର।କେଟର ପର୍ଦ୍ଦ।ଫ।ସ

0
133

ବାରିପଦା : ବାରିପଦାରେ ଏକ ଜାଲ ନୋଟ୍ ର।କେଟକୁ ଆଜି ମୟୂରଭଞ୍ଜ ରାସଗୋବିନ୍ଦ ପୁର ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ପ।ଖରୁ ୯୪ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ । ସେମାନେ ବାଲେଶ୍ୱର ସୋର ଅଂଚଳର ସେକ ସଲିଉଦ୍ଧିନ ଓ ଚରଣ ଜେନା ବୋଲି ପଚର। ଉଚର। କରିବା ପରେ ଜ।ଣିବ।କୁ ପ।ଇଛି । ଏତେ ମ।ତ୍ର।ରେ ଜ।ଲନୋଟ ଧର।ଯିବ। ପରେ ପୁଣି ନୂଆ ନୋଟର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ପ୍ରଶ୍ନବ।ଚି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here