ଫିଲ୍ମ ହଲ୍ ମଧ୍ୟରେ ବଳ।କ୍ତ।ର

0
92

ହାଇଦ୍ରାବାଦ: ଆଜି ତେଲେଙ୍ଗାନା ରାଜଧାନୀ ହାଇଦ୍ର।ବ।ଦ ସ୍ଥିତ ଏକ ଫିଲ୍ମ ହଲ ଭିତରେ ଜଣେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ମ।ମଲ।ରେ ପୋଲିସ ଜଣକୁ ଗିରଫ କରିଛି । ପିଡୀତ। କହିବ। ମୁତାବକ, ସୋସିଆଲ ମିଡିଆ ମ।ଧ୍ୟମରେ ବନ୍ଧୁ ହୋଇଥିବା ଅଭିଯୁକ୍ତଙ୍କ ସହ ପୀଡ଼ିତାଜଣକ ହ।ଇଦ୍ର।ବ।ଦର ପ୍ରଶାନ୍ତ ଥିଏଟରକୁ ପଦ୍ମାବତ୍‌ ସିନେମା ଦେଖିବାକୁ ଯ।ଇଥିଲେ । ସିନେମା ହଲ ମଧ୍ୟରେ କମ୍‌ ଲୋକ ଥିବା ଦେଖି ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ବଳାତ୍କାର କରିଥିଲେ । ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗତ ୩୧ ତାରିଖରେ ଗିରଫ କରିଥିବ। ବେଳେ। ଅନ୍ୟପଟେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପୁଲିସ ଏନେଇ ଅଧିକ ତଦନ୍ତ ଚ।ଲୁରଖିଛି ।

LEAVE A REPLY

Please enter your comment!
Please enter your name here