ଅଳ୍ପରେ ବଜେଟ

0
64

କଣ ରହିଛି ଅରୁଣ ଜେଟଲିଙ୍କ ବଜେଟରେ ଆସନ୍ତୁ ଜ।ଣିବ। ସଂକ୍ଷିପ୍ତ ରେ

୧. ସୌଭାଗ୍ୟ ଯୋଜନାରେ ହେବ ୪ କୋଟି ବିଜୁଳି ସଂଯୋଗ  ।

୨. ଦିଲ୍ଲୀ, ହରିୟାଣା, ପଂଜାବରେ ବାୟୂ ପରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରାବଧାନ

୩. ରେଳବାଇର ପୁଞ୍ଜି ବ୍ୟୟ ପାଇଁ ଖର୍ଚ୍ଚ ହେବ ୧,୪୮,୫୨୮ କୋଟି ଟଙ୍କା

୪. ସବୁ ଟ୍ରେନରେ ରହିବ ୱାଇଫାଇ ଓ ସିସିଟିଭି ଭଳି ଷ୍ଟେଟ ଅଫ ଦ ଆର୍ଟ ବ୍ୟବସ୍ଥା

୫. ଅମୃତ ଯୋଜନାରେ ଦେଶର ୧୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ  ।

୬. ନୂତନ କର୍ମଚାରୀଙ୍କ ପାଇଁ ତିନିବର୍ଷ ପର୍ଯ୍ୟନ୍ତ ଭାରତ ସରକାର ଦେବେ ୧୨% ଇପିଏଫ ଅଂଶ  ।

୭. ମୁଦ୍ରା ଋଣ ପାଇଁ ୩ ଲକ୍ଷ କୋଟି  । ଚଳିତ ବର୍ଷ ୧୦.୩୮ କୋଟି ଲୋକଙ୍କୁ ମିଳିସାରିଛି ମୁଦ୍ରା ଋଣ  । ସେମାନଙ୍କ ମଧ୍ୟରୁ ୭୦% ହେଉଛନ୍ତି ମହିଳା

୮. ଉଜ୍ଜାଳା ଯୋଜନାରେ ମିଳିବ ଆଉ ୮ କୋଟି ଗ୍ୟାସ ସଂଯୋଗ 

୯. ଗଙ୍ଗା ସଫାଇ ପାଇଁ ୧୮୦ ପ୍ରକଳ୍ପ ନିମନ୍ତେ ବଜେଟ୍ ପ୍ରାବଧାନ  ।  ଗଙ୍ଗା କୂଳରେ ଥିବା ୧୧୫ ଜିଲ୍ଲାର ହେବ ବିକାଶ  ।

୧୦. ଗୁଣାତ୍ମକ ଶିକ୍ଷା ପାଇଁ ଭିତିଭୂମି ବିକାଶ  । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଧିକ ସ୍କୁଲ ଖୋଲାଯିବ

୧୧. ଉଡ଼ାନ ଯୋଜନାରେ ୧୬ଟି ବିମାନ ବନ୍ଦର ହେଉଥିବାବେଳେ ଆସନ୍ତା ଆର୍ଥକ ବର୍ଷରେ ନୂତନ ବିମାନ ବନ୍ଦର କରାଯିବ  । ଏବେ ଦେଶରେ ଏଏଆଇର ୧୫୪ ବିମାନବନ୍ଦର ରହିଛି  ।

୧୨. ୫ ଲକ୍ଷ ୱାଇଫାଇ ହଟସ୍ପଟ ପାଇଁ ଟେଲିକମ୍ ଭିତିଭୂମିର ବିକାଶ ନିମନ୍ତେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  ।

LEAVE A REPLY

Please enter your comment!
Please enter your name here