ମୁଖ୍ୟମନ୍ତ୍ରୀଙ୍କ ସଭ। ମଞ୍ଚ ଉପରକୁ ମହିଳାଙ୍କ ଅଣ୍ଡା ମ।ଡ

0
247

ବଲେଶ୍ବର: ଆଜି ଜଳେଶ୍ୱରର ଭୋଗରାଇରେ ଅନୁଷ୍ଠିତ ହୋଇଥିବା ତଳସାରି ମହୋତ୍ସବରେ   ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଯୋଗ ଦେଇ ଥିବା  ସଭାର ମଞ୍ଚ ଉପରକୁ ଜଣେ ମହିଳ। ୨ଗୋଟି ଅଣ୍ଡା ମାଡ କରିଥିବାଅଭିଯୋଗ ହୋଇଛି। ମିଳିଥିବା ଖବର ମୁତ।ବକ ସମ୍ପୃକ୍ତ ମହିଳାଙ୍କୁ  ପୁଲିସ ଅଟକ ରଖି ପଚର। ଉଚୁର। କରୁଛି ।

LEAVE A REPLY

Please enter your comment!
Please enter your name here