ବିଜେପୁରରୁ କଂଗ୍ରେସ ପ।ଇଁ ଲଢେ଼ଇ କରିବେ ପ୍ରଣୟ ସାହୁ !

0
298

ଭୁବନେଶ୍ବର: ବିଜେପୁର ପ।ଇଁ କଂଗ୍ରେସରୁ ପ୍ର।ଥୀ ହେବେ ପ୍ରଣୟ ସାହୁ । ପ୍ରାର୍ଥୀ ଚୟନ କମିଟିର ରିପୋର୍ଟକୁ ହାଇକମାଣ୍ତ  ଅପେକ୍ଷା କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏ ନେଇ  ଖୁବଶୀଘ୍ର ଘୋଷଣା ହେବ। ପୂର୍ବରୁ ପ୍ରର୍ଯ୍ୟବେକ୍ଷକ କମିଟି ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବାକୁ ରିପୋର୍ଟ ଦେଇଥିଲା। କାରଣ ପ୍ରଣୟ ସାହୁ ଗାଇସିଲେଟ ବ୍ଲକରେ ତିନିଥର ଚେୟାର ମ୍ୟାନ ଏବଂ ସୁବଳ ସାହୁ ବିଧାୟକ ଥିଲେ ବି ପ୍ରଣୟ ସାହୁ ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ଉପନିର୍ବାଚନରେ କଂଗ୍ରେସ ତା ଗଡ ରକ୍ଷା କରିବାକୁ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବାକୁ ବରିଷ୍ଠ ନେତା ମାନେ ଦ।ବି କରୁଥିବା ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here