ଉତ୍ତରଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ

0
89

ନୂଆଦିଲ୍ଲୀ : ଆଜି ଉତ୍ତରଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବାବେଳେ  । ଏହ।ର ପ୍ରଭ।ବ ଜାମ୍ମୁକାଶ୍ମୀର, ପଂଜାବ, ହରିୟାଣା, ଦିଲ୍ଲୀ ଏନସିଆର୍ ,ହିମାଚଳ ଆଦି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହ।ର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନର ହିନ୍ଦୁକୁଶ ବୋଲି ଜାଣିବାକୁ ମିଳିଛି  ।

LEAVE A REPLY

Please enter your comment!
Please enter your name here