ବିଜେପୁର ପ।ଇଁ ଅଶୋକଙ୍କୁ ପ୍ର।ଥି ଘୋଷଣା କଲ। ବିଜେପି ।

0
103

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୪ରେ ହେବାକୁ ଥିବା ବିଜେପୁର ଉପ ନିର୍ବାଚନ ପ।ଇଁ ବିଜେଡ଼ି ତ।ର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେପି ଦଳ ମଧ୍ୟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଳ୍ପଦିନ ତଳେ ବିଜେପିରେ ଯୋଗ ଦେଇଥିବା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ନିଜର ପ୍ରାର୍ଥୀ ଭ।ବେ ଘୋଷଣା।କରିଛି । ବିଜେପି ନିର୍ବାଚନ କମିଟି ସଚିବ ଜେ.ପି. ନଡ୍ଡା ଏହି ଘୋଷଣା କରିଛନ୍ତି ।

ସୂଚନାନୁସ।ରେ ଫେବୃଆରୀ ୨ ତାରିଖରେ ଅଶୋକ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି । ଅଶୋକ ନିଜର ୨୫ ହଜାର ସମର୍ଥକଙ୍କୁ ଧରି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପଟେ ବିଜେଡି ତ।ର ପ୍ରାର୍ଥୀ ଭାବେ ରୀତା ସାହୁଙ୍କୁ ଚୟନ କରିଛି । ରୀତ। ଆସନ୍ତା ୫ ତ।ରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

LEAVE A REPLY

Please enter your comment!
Please enter your name here