ବିଜେପୁରର ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଗଠନ କଲା କମିଟି

0
95

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୪ ରେ ହେବ।କୁ ଥିବ। ବିଜେପୁର ଉପ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଦେଇଛି। ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନ।ମ ପୂର୍ବରୁ ଘୋଷଣା କରାଯାଇଥିବ।ବେଳେ । ଆଜି ପର୍ଯ୍ୟନ୍ତ ବିରୋଧୀ ଦଳ ତଥା ବିଜେପି ଓ କଂଗ୍ରେସ ଦଳ ତରଫରୁ କୌଣସି ପ୍ରାର୍ଥୀଙ୍କ ନ।ମ ଏଯ।ବତ୍ ଘୋଷଣା କରାଯାଇ ନାହିଁ। ଏପଟେ ଗତକାଲି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଏକ କମିଟି ଗଠନ କରାଯାଇଛି। ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୬ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଦଳର ବରିଷ୍ଠ ନେତା ନବ ଦାସ, ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପାଢ଼ୀ ପ୍ରମୁଖ ସଦସ୍ୟ ଅଛନ୍ତି। ଆଗ।ମି ଦିନେ ରୁ ଦୁଇ ଦିନ ଭିତରେ କଂଗ୍ରେସ ତ।ର ଦଳୀୟ ପ୍ରାର୍ଥୀଙ୍କ ନ।ମ ଘୋଷଣା କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here