IAS ଇଣ୍ଟରଭିୟୁରେ – ଗୋଟିଏ ଝିଅଙ୍କୁ ପଚରା ଗଲା ଏପରି ପ୍ରଶ୍ନ ଆପଣଙ୍କ ଶରୀରର କେଉଁ ଅଙ୍ଗ ସବୁଠାରୁ ଅଧିକ ଗରମ ?

0
783

ଏମିତି କିଛି ପ୍ରଶ୍ନ ଥ।ଏ ଯ।ହ।ର ଉତ୍ତର ସହଜ ହୋଇଥିଲେବି ଆମେ ପ୍ରଥମେ ଶୁଣି ହଡ଼ବଡ଼ ହେଇଯ।ଇଥ।ଉ ।ସହିଭଳି ଆଜିକା ସମୟରେ IAS ପରୀକ୍ଷା ଏତେ କଷ୍ଟକର ହେଇଗଲାଣି କି ଛାତ୍ର ଙ୍କ ର ଲକ୍ଷେ ଚେଷ୍ଟା ପରେ ତାଙ୍କୁ ସଫଳତା ମିଳିଥାଏ I ଯେଉଁ ଯୁବପିଢ଼ି ମାନେ ଏହି ପରୀକ୍ଷା କୁ ଦେବା ପାଁଇ ଚେଷ୍ଟା କରିଥାନ୍ତି ସେମାନେ କଠିନ ପରିଶ୍ରମ କରିଥାନ୍ତି I କାରଣ IAS ରେ ପଚରା ଯାଉଥିବା ପ୍ରଶ୍ନ ବହୁତ କଠିନ ହେଇଥାଏ I

ପ୍ରଶ୍ନ : ଯେତେବେଳେ ଝିଅ କୁ ପଚରା ଗଲା କି କୁକୁ ଡା ପ୍ରଥମ ନା ଅଣ୍ଡା ପ୍ରଥମ
ଉତ୍ତର : ଏହା ର ଉତ୍ତର ଇଣ୍ଟରଭିୟୁ ଦେଉଥିବା ପିଲା କହିଲା ପ୍ରଥମେ କୁକୁଡ଼ା ଆସିଲା I ତ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି କହିଲେ ଆପଣ ଏପରି କାହିଁକି ଚିନ୍ତା କରୁଛନ୍ତି , ଏବଂ ଉତ୍ତର ରେ ଛାତ୍ର ଜଣଙ୍କ କହିଲେ କି ଆପଣ ପ୍ରଥମେ ହିଁ କହିଥିଲେ କି ଏହା ଆପଣ ଙ୍କ ଶେଷ ପ୍ରଶ୍ନ ହେବ ବୋଲି ଏହା ପରେ ଆପଣ ଆଉ ପ୍ରଶ୍ନ ପଚାରିବେନାହିଁ I

ପ୍ରଶ୍ନ : ଏପରି କେଉଁ ଜିନିଷ ଯାହା ବିନା ସୀଢୀ ରେ ଚଢିକି ଓଲ୍ହାଇଥାଏ ?
ଉତ୍ତର : ମଦ ନିଶା ଏପରି ହେଇଥାଏ କି ବିନା ସୀଢୀ ରେ ଓଲ୍ହାଇଥାଏ I

ପ୍ରଶ୍ନ :ଏହି ଇଣ୍ଟରଭିୟୁ ରେ ଝିଅ କୁ ପଚରାଯାଇଥିଲା ଆପଣ ଙ୍କ କେଉଁ ଅଙ୍ଗ ଅଧିକ ଗରମ ହେଇଥାଏ ?
ଉତ୍ତର : ଝିଅ ଟି ଉତ୍ତର ଦେଇଥିଲା କି ଶରୀର ର ସେହି ଅଙ୍ଗ ସବୁଠାରୁ ଅଧିକ ଗରମ ହେଇଥାଏ ଯେଉଁଠାରେ କି ରକ୍ତ ଅଧିକ ସଂଚାଳନ ହେଇଥାଏ I

LEAVE A REPLY

Please enter your comment!
Please enter your name here