ବିଷ ଖାଇବା ସହ ସମାନ ହୋଇଥାଏ ଏହି 5 ଗୋଟି ଖ।ଦ୍ୟକୁ ଦିତୀୟ ଥର ଗରମ କରି ଖାଇବା ଦ୍ଵାରା ।

0
367

ବହୁତ ସମୟରେ ବଳକ। ଖ।ଦ୍ୟକୁ ଆମେ ପୁଣି ଖ।ଇଵ। ପାଇଁ ରଖି ଦେଇଥ।ଉ । ପରେ ଗରମ କରିକି ଖାଇଥାଉ , କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ସବୁ ଖାଦ୍ୟ କୁ ଗରମ କରିବା ଉଚିତ ନୁହେଁ I

ଅନେକ ସମୟ ରେ ତ ଏଥିରେ କ୍ୟାନ୍ସର ପରି ରୋଗ ହେବାର ସମ୍ଭାବନା ରହିଥାଏ I କାରଣ ଦ୍ୱିତୀୟଥର ଗରମ କରିବା ଦ୍ୱାରା ସେଥିରେ ଥିବା ପ୍ରୋଟିନ ନଷ୍ଟ ହେଇଯାଇଥାଏ I

1.ଚିକେନ
ଫ୍ରେଶ ପ୍ରସ୍ତୁତ ହେଇଥିବା ଚିକେନ ସ୍ଵାସ୍ତ୍ୟ ପାଁଇ ଉପକାରୀ ହେଇଥାଏ କିନ୍ତୁ ଏହି ଚିକେନ କୁ ଦ୍ୱିତୀୟ ଥର ଗରମ କରିକି ଖାଇବା ଦ୍ୱାରା ଏହା ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇଥାଏ I କାରଣ ଏପରି କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ ନଷ୍ଟ ହେଇଯାଇଥାଏ I

2.ଆଳୁ
ଆଳୁ ସ୍ଵାସ୍ତ୍ୟ ପାଁଇ ଉପକାରୀ ହେଇଥାଏ କିନ୍ତୁ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରୋଷେଇକରି ରଖିବା ଉଚିତ ନୁହେ କାରଣ ଆଳୁକୁ ରାନ୍ଧି ସାରି ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଦ୍ୱାରା ଏଥିରେ ଥିବା ପୋଷାକ ତତ୍ୱ ନଷ୍ଟ ହେଇଯାଇଥାଏ I

3.ବିଟ
ଯଦି ଆପଣ ବିଟ ଖାଉଛନ୍ତି ତେବେ ଏହା ନିଶ୍ଚିତ ରୂପେ ମନେ ରଖନ୍ତୁ କି ଏହାକୁ ଦ୍ୱିତୀୟ ଥର ଗରମ କରିକି ଖାଇବା ଉଚିତ ନୁହେଁ I

4.ଛତୁ
ଚାଟୁ ରେ ଭରପୁର ମାତ୍ରା ରେ ପ୍ରୋଟିନ ରହିଥାଏ ଏବଂ ଚାଟୁ ଖାଇବା ଦ୍ୱାରା ମଧ୍ୟ ଆମ ର ଅନେକ ଉପକାର ହେଇଥାଏ କିନ୍ତୁ ଏହି ଚାଟୁ କୁ ଦ୍ୱିତୀୟ ଥର ଗରମ କରିକି ଖାଇବା ଉଚିତ ନୁହେଁ I

5.ପାଳଙ୍ଗ
ପାଳଙ୍ଗ କୁ ମଧ୍ୟ ଦ୍ୱିତୀୟ ଥର ଗରମ କରିକି ଖାଇବା ଉଚିତ ନୁହେଁ , ଏହା ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇଥାଏ I ଏବଂ ଏହା ଦ୍ୱାରା କ୍ୟାନ୍ସର ପରି ରୋଗ ହେବାର ସମ୍ଭାବନା ରହିଥାଏ I

LEAVE A REPLY

Please enter your comment!
Please enter your name here