ନିର୍ମାଣ ପ।ଇଁ ଲ।ଗିଥିଲ। ୧୦୦ ବର୍ଷ

0
168

ଭ।ରତର ସଂସ୍କୃତି ଓ ପରମ୍ପରା ଅନ୍ୟ ଦେଶ ତୁଳନାରେ ସମ୍ପୁର୍ଣ୍ଣ ଭିନ୍ନ । ବିଭିନ୍ନ ଜ।ତିର ଲୋକ ଏହି ଦେଶ ରେ ବସଵ।ସ କରିଥ।ନ୍ତି । ଏହିପରି କି ଆମେ ଆମ ପରିପାର୍ଶ୍ଵ ରେ ସର୍ବଦା ଭଗବାନ ଙ୍କୁ ରଖିଥାଉ I ସେମିତି ରେ ତ ସେ ସବୁ କୋଣ ରେ ରହିଛନ୍ତି I କିନ୍ତୁ ତାଙ୍କ ର ମନ୍ଦିର ଆମେ ସବୁ ଜାଗାରେ ବନାଇଥାଉ I ଏହି ସଂସ୍କୃତି ଏବେକାର ନୁହେଁ, ଅନେକ ବର୍ଷ ତଳର I ହିନ୍ଦୁ ଲୋକଙ୍କୁ ତାଙ୍କ ଘର ଅପେକ୍ଷା ତାଙ୍କ ମନ୍ଦିର ର ଅଧିକ ଚିନ୍ତା ରହିଥାଏ I

ଏହି ଭକ୍ତି, ଶ୍ରଦ୍ଧା କୋଟି କୋଟି ବର୍ଷ ପୂର୍ବରୁ ମଧ୍ୟ ଥିଲା I
କେଲାଶ ମନ୍ଦିର ସଂସାର ର ଏକ ଅଦ୍ଭୁତ ମନ୍ଦିର ଅଟେ ଯାହା ମଲଖେଦ ସ୍ଥିତ ରାଷ୍ଟ୍ରକୁଟ ବଂଶ ର ନରେଶ କୃଷ୍ଣ (ପ୍ରଥମ) (760-753 ଇ.) ନିର୍ମାଣ କରିଥିଲେ I ଏହା ଅଳର ଜିଲ୍ଲା ଔରଙ୍ଗବାଦ ରେ ରହିଥିବା ଲାୟନ ସରାଙ୍ଖଳ ରେ ରହିଛି I ଅଳର ର 34 ଟି ଗୁମ୍ଫା ମଧ୍ୟରୁ ସବୁଠାରୁ ଅଦ୍ଭୁତ ହେଲା କେଲାଶ ମନ୍ଦିର I ଏଠାକୁ ପୁରା ଦୁନିଆ ର ଲୋକେ ଆସିଥାନ୍ତି I
ବିଶାଳ କେଲଶ ମନ୍ଦିର ର ଯେପରି ସୁନ୍ଦରତା ସେହିପରି ଏହି ମନ୍ଦିର ରେ ହେଇଥିବା କାରୁକାର୍ଯ୍ୟ କାମ I ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଏହି ମନ୍ଦିର ନିର୍ମାଣ ପାଁଇ 1,2 ବର୍ଷ ନୁହେ 150 ବର୍ଷ ସମୟ ଲାଗିଛି , ହଁ ଆଜ୍ଞା ଏହି ମନ୍ଦିର ନିର୍ମାଣ ରେ 100 ବର୍ଷ ରୁ ବି ଅଧିକ ସମୟ ଲାଗିଛି ଏବଂ ଏଥିରୁ ଆପଣ ଅନୁମାନ କରିପାରୁଥିବେ କି ଏହାର କଳାକୃତି କେତେ ସୁନ୍ଦର ହେଇ ନ ଥିବ I

ଏହି ମନ୍ଦିର ର ବିଶେଷ କଥା ହେଲାକି ହିମାଳୟ ର କୈଳାସ ପରି ଏହି ମନ୍ଦିର କୁ ରୂପ ଦିଆ ଯାଇଥିଲା I ଏହି ମନ୍ଦିର ନିର୍ମାଣ ରେ 7000 ଶ୍ରମିକ ଲାଗିଥିଲେ I

ମହାରାଷ୍ଟ୍ର ର ଔରଙ୍ଗବାଡି ଜିଲ୍ଲା ରେ ପ୍ରସିଦ୍ଧ ଏଲୋରା ଗୁମ୍ଫା ରହିଛି ଏବଂ ଏହି କେଲଶ ମନ୍ଦିର ର ଆହୁରି ଶୋଭା ବଢ଼ାଇଥାଅ ଏଠାରେ ଥିବା 16 ଗୋଟି ଗୁମ୍ଫା I ଏହି ମନ୍ଦିର ଦୁନିଆ ରେ ଗୋଟିଏ ହିଁ ଶିଳା ରେ ପ୍ରସ୍ତୁତ ହେଇଚି ଏବଂ ଏହି ମନ୍ଦିର ର ଉଚ୍ଚତା 90 ଫୁଟ ଅଟେ I ଏବଂ ନିର୍ମାଣ ସମୟରେ ପାଖାପାଖି 40 ହଜାରେ ଟନ ର ପଥର କୁ କଟା ଯାଇଥିଲା I

LEAVE A REPLY

Please enter your comment!
Please enter your name here