୨୦ ଆପ ବିଧ।ୟକ ଅଯୋଗ୍ୟ !

0
67

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ ଏକ ବଡଧରଣର ଝଟକା ଲାଗିଛି ସେତେବେଳେ ଯେଉଁ ସମୟରେ ୨୦ଜଣ ଆପ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିଶ୍ କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ । ଅଫିସ୍ ଅଫ୍ ପ୍ରଫିଟ୍ ଉଲ୍ଲଂଘନ ଅଭିଯୋଗରେ ୨୦ଜଣଙ୍କୁ ଅଯୋଗ୍ୟ ପାଇଁ ସୁପାରିଶ୍ କରାଯାଇଛି ।  ଏଥି ସହିତ ଏହି ସୁପାରିଶ୍ ଅନୁମୋଦନ ପାଇଁ ଭ।ରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇ ଦେଇଛନ୍ତି ନିର୍ବାଚନ କମିଶନ । ସୂଚନାଯୋଗ୍ୟ, ଦିଲ୍ଲୀରେ ୭୭ସିଟ୍ ବିଶିଷ୍ଟ ବିଧାନସଭାର ୬୭ଜଣ ଆମ୍ ଆଦମୀ ପାର୍ଟି ବିଧାୟକ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here