ସିବିଏସଇ ଦଶମ ଓ ଯୁକ୍ତ୨ ଛ।ତ୍ରଛ।ତ୍ରୀଙ୍କ ପ୍ରାକ୍ଟିକାଲ ପରିକ୍ଷ। ଆରମ୍ଭ

0
72

ନୂଆଦିଲ୍ଲୀ: ସିବିଏସଇ ଅଧୀନରେ ପଢୁଥିବ। ଦଶମ ଓ ଯୁକ୍ତ୨ ଛ।ତ୍ରଛ।ତ୍ରୀଙ୍କ ଥିଓରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଆଜିଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି । ଏହି ପ୍ରାକ୍ଟିକାଲ ପରୀକ୍ଷାର ଫଳ ଆସନ୍ତା ଫେବୃଆରୀ ୨୫ ତ।ରିଖ ସୁଦ୍ଧା ସିବିଏସଇ ୱେବସାଇଟରେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଏହି ପରୀକ୍ଷା ନିମନ୍ତେ ସମସ୍ତ ସ୍କୁଲକୁ ଉତ୍ତରଖାତା ପଠାଇ ଦିଆଯାଇଥିବାବେଳେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସାରିବାକୁ ସିବିଏସ ଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here