ମୋତେ କେହି ଅଫିସର ଚଳାଉନଥିଲେ:ଦ।ମୋଦର ର।ଉତ୍

0
1587

ଭୁବନେଶ୍ୱର: ଅଳ୍ପ କିଛିଦିନର ଚୁପ ରହିବା ପରେ ପୁଣି ତୁଣ୍ଡ ଖୋଲିଛନ୍ତି ବିଜେଡିର ବଡ ତୁଣ୍ଡ ଡା. ଦାମୋଦର ରାଉତ । ସେ ଏପରି କଟ।କ୍ଷ କରି କହିଛନ୍ତି । ମୁଁ ଘୋଡ଼ା ଚଳାଇ ଶିଖିଛି । ତେଣୁ ମୋତେ କେହି ଅଫିସର ଚଳାଉନଥିଲେ । ଅମଣିଆ ବଳଦକୁ କେମିତି ମଣ କରାଯାଏ ତାହା ମୋ ବାପା ମୋତେ ଶିଖାଇଛନ୍ତି ବୋଲି କହିଛନ୍ତି ଦାମୋଦର । ଏଠ।ରେ ସୂଚନାଯୋଗ୍ୟ, ବିବାଦୀୟ ବୟାନ ଦେଇ ଅଳ୍ପ ଦିନ ତଳେ ମନ୍ତ୍ରୀ ପଦରୁ ବହିଷ୍କାର ହୋଇଥିବା ଦାମୋଦର ରାଉତ ଦୀର୍ଘଦିନ ପରେ ପୁଣି ମ।ଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here