ଓଡ଼ିଶାର ଛ।ତ୍ର ଗୋଷ୍ଠୀ ଅଧିକ ମଦ ପିଉଛନ୍ତି !

0
130

ଭୁବନେଶ୍ୱର :ଦେଶର କିଛି ର।ଜ୍ୟ ମଦମୁକ୍ତ ର।ଜ୍ୟ ଭ।ବେ ନ।ମ କରିବ।କୁ ଯ।ଉଥିବ। ବେଳେ ଆପଣ ଜ।ଣିଲେ ଆଶ୍ଚର୍ଯ୍ୟ ହେବେ ଆମ ର।ଜ୍ୟର ମଦ ପିଉଥିବ। ଲୋକଙ୍କ ସଂଖ୍ୟା ଜାତୀୟ ହାର ଠାରୁ ଢେର ଅଧିକ । ମଦ କିଣୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଛନ୍ତି  ୬୨ ପ୍ରତିଶତ ଛାତ୍ର । ୧୮ ବର୍ଷରୁ କମ୍ ୨ ପ୍ରତିଶତ ନାବାଳକ ମଦ କିଣୁଥିବା କହିଛି ମଦ ମୁକ୍ତି ଅଭିଯାନ । ଅଭିଯାନ ପକ୍ଷରୁ ଡ଼ିସେମ୍ବର ୨୪ରୁ ଜାନୁଆରୀ ୮ ଯାଏଁ କରାଯାଇଥିବା ଏକ ସର୍ଭେରୁ ଉପରୋକ୍ତ ତଥ୍ୟ ମିଳିଛି । ୧୬ରୁ ୨୫ ବର୍ଷ ବୟସର ୩୫ ପ୍ରତିଶତ ଏବଂ ୨୬ରୁ ୫୦ ବର୍ଷ ବୟସର ୪୦ ପ୍ରତିଶତ ମଦ କିଣନ୍ତି ବୋଲି ତଥ୍ୟ ସଂଗ୍ରହ କର।ଯ।ଇଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ରିପୋର୍ଟରେ ରାଜ୍ୟର ପୁରୁଷମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବାବେଳେ ୫୬ ପ୍ରତିଶତ ତମାଖୁ ସେବନ କରୁଥିବା କୁହାଯାଇଛି । ସେହିପରି ଜାତୀୟ ଜନଗଣନା ସଂସ୍ଥାର ବେଶ୍ ଲାଇନ୍ ସର୍ଭେ ରିପୋର୍ଟରେ ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟ ହାର ଠାରୁ ଅଧିକ ବୋଲି ଦର୍ଶାଯାଇଥିବା ଜଣ।ଯ।ଇଛି ।

LEAVE A REPLY

Please enter your comment!
Please enter your name here