ଓଡିଶାର ବିକାଶ ହାର ରାଷ୍ଟ୍ରୀୟ ବିକାଶ ହାରରୁ ଅଧିକ ରହିଛ:ନବୀନ

0
107

ଭୁୁବନେଶ୍ୱର: ଭୁବନେଶ୍ୱରରେ ଏକ ଇଂରାଜୀ ସମ୍ବାଦପତ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ଓଡିଶାର ବିକାଶ ହାର ରାଷ୍ଟ୍ରୀୟ ବିକାଶ ହାରରୁ ଅଧିକ ରହିଛି । ଗତ ୧୭ ବର୍ଷରେ ହାରାହାରି ଆୟ ବଢିଛି । ଓଡିଶାକୁ ଦକ୍ଷିଣ ଏସିଆରେ ମାନ୍ୟୁଫାକ୍ଚରିଂ ହବ କରିବାକୁ ଆମେ ଚେଷ୍ଟା କରୂଛୁ ।

ନବୀନ କହିଛନ୍ତି ଯେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ।ଖରେ ଥ୍ରି ଟି ମନ୍ତ୍ର ରହିଛି ।ସେଗୁଡ଼ିକ ହେଲା ଟ୍ରାନସପରେନ୍ସି, ଟେକ୍ନୋଲଜି ଓ ଟିମ ଓ୍ବ।ର୍କ
। ରାଜ୍ୟରେ ଶିଳ୍ପର ଅନୁକୂଳ ପରିବେଶ ତିଆରି କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here