ଆମେରିକା ଜାଣିନି ମୋ ଟେବୁଲ୍‌ ଉପରେ ସବୁବେଳେ ‘ଆଣବିକ ବଟନ୍‌’ ରହିଛି: କିମ୍‌ ଜୋଙ୍ଗ୍‌-ଉନ୍‌

0
89

ସିଓଲ:ଉତ୍ତର କୋରିଆର କିମ୍‌ ଜୋନ୍‌-ଉନ୍‌ ଆମେରିକାକୁ ସତର୍କ କରାଇ କହିଛନ୍ତି, ଯଦି ଉତ୍ତର କୋରିଆକୁ ଆମେରିକା ଧମକ ଦିଏ, ତ। ପୂର୍ବରୁ ଆମେ ରିକ। ଜ।ଣିବ। ଦରକାର ମୋ ଟେବୁଲ୍‌ ଉପରେ ରହିଛି ଗୋଟାଏ ‘ଆଣବିକ ବଟନ୍‌’। ତ।ପରେବି ସିଓଲ ବିଷୟରେ କଥାବାର୍ତ୍ତା କରିବାକୁ ଦକ୍ଷିଣ କୋରିଆକୁ ସେ ପରମିଶନ ଦେଇଛନ୍ତି।୨୦୧୭ ରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ବିଶ୍ୱରେ ଭୟ ସୃଷ୍ଟି କରାଇଥିବା କିମ୍‌ ନୂଆବର୍ଷରେ ଭାଷଣ ଦେଇ କହିଛନ୍ତି କି, କୋରୀୟ ଉପଦ୍ୱୀପରେ ସାମରିକ ଉତ୍ତେଜନା ହ୍ରାସ କରିବା ସହ ଦକ୍ଷିଣ କୋରିଆ ସହ ବନ୍ଧୁତ୍ୟ ବଢ଼ାଇବାକୁ ସେ ସବୁବେଳେ ଆଗ୍ରହୀ।

କିମ୍‌ କହିଲେ ଉତ୍ତର-ଦକ୍ଷିଣ ବନ୍ଧୁତ୍ୟ କଥା ଉଠିଲେ ଆମେ କୋରୀୟ ଉପଦ୍ୱୀପରେ ଶାନ୍ତିପୂର୍ଣ୍ଣ ବାତାବରଣ ପାଇଁ ସାମରିକ ଉତ୍ତେଜନା ହ୍ରାସ କରିବା ଉଚିତ। ଏଥିପାଇଁ ଉଭୟ ଉତ୍ତର ଏବଂ ଦକ୍ଷିଣ ଚେଷ୍ଟା କରିବା ଦରକାର ।

ଫେବ୍ରୁଆରିରେ ହେବ।କୁ ଥିବା ଦକ୍ଷିଣ କୋରିଆର ପିୟୋଙ୍ଗଚାଙ୍ଗ୍‌ରେ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ାକୁ ସେ ପ୍ରତିନିଧି ଦଳ ପଠାଇବାକୁ ଚିନ୍ତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here