ନିତିନ ପଟେଲଙ୍କ ପ।ଈଁ ପ।ଟିଦ।ର ନେତା ର।ସ୍ତ।କୁ ଓହ୍ଲାଇବେ

0
135

ଅହମ୍ମଦାବାଦ : ଗୁଜରାଟ ବହୁ କଷ୍ଟରେ ଷଷ୍ଠ ଥର ପ।ଇଁ ନିର୍ବାଚିତ ହୋଇ ସରକାର ଗଢିଥିବା ବିଜେପିକୁ ଏତେ ସହଜ ହୋଇନି ସରକାର ଗଢି କ୍ଷମତାକୁ ଉପଭୋଗ କରିବ। କ।ହିଁକିନ। ବିରୋଧୀଙ୍କ ସହିତ କ।ନ୍ଧ ମିଳ।ଇଛନ୍ତି ନିଜ ଦଳର ଶୀର୍ଷରେ ଥିବା ନେତା ନିତିନ ଭାଇପଟେଲ । ଅର୍ଥ ମନ୍ତ୍ରାଳୟ ନ ମିଳିବାରୁ ଅସନ୍ତୁଷ୍ଟ ନିତିନ ଏ ପର୍ଯ୍ୟନ୍ତ ନିଜକୁ ମିଳିଥିବା ବିଭାଗର ଦାୟିତ୍ୱ ମୁଣ୍ଡାଉନ।ହ।ନ୍ତି। ସେପଟେ ନିତିନଙ୍କୁ କକା ବୋଲି ସମ୍ବୋଧନ କରି ପାଟିଦାରନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି । ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କୁ ସମର୍ଥନ କରି ପାଟିଦାର ନେତା ଲାଲଜିପଟେଲ ଜାନୁଆରୀ ୧ ମେହେସାଣା ବନ୍ଦ କରିବା ପାଇଁ ଡାକରା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here