ଓଡିଶ। ହେବ ବିକାଶର କେନ୍ଦ୍ରବିନ୍ଦୁ :ଧର୍ମେନ୍ଦ୍ର

0
98

ଭୁବନେଶ୍ୱର: ର।ଜଧ।ନୀ ରେଳଷ୍ଟେସନ୍ ପ୍ଲାଟଫର୍ମ ନମ୍ବର ୬ ପ।ଖରେ ଦ୍ୱିତୀୟ ପ୍ରବେଶ ଦ୍ୱାର କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ୍‌ ଗୋହାଇନ୍‌ ଦ୍ୱାରା ଉଦ୍‌ଘାଟିତ । ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ କାଉଂଟର ତଥା ନୂତନ ଷ୍ଟେସନ୍ କାର୍ଯ୍ୟାଳୟ ରହିଛି । । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି , ରାଜ୍ୟରେ ସଡକ ପଥ, ରେଳ ପଥ ଓ ବିମାନ ପଥର ବିକାଶ ପାଇଁ ସରକାର ଉଦ୍ୟମ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଏହି ଅବସରରେ କହିଛନ୍ତି । ଓଡିଶାକୁ ପୂର୍ବ ଭ।ରତର କେନ୍ଦ୍ର ବିନ୍ଦୁ ବନାଇବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି ସେ ନିଜର ଅଭିଭାଷଣ ରେ କହିଥିଲେ ।

LEAVE A REPLY

Please enter your comment!
Please enter your name here