ଗୁଜରାଟରେ ଆଜି ଶପଥ ନେବ ନୁଆ ସରକାର

0
161

ଅହମ୍ମଦାବାଦ: ଆଜି ଗୁଜୁରାଟରେ ମୁଖ୍ୟମନ୍ତ୍ରୀଭାବେ ବିଜୟ ରୂପାନୀ ଓ ଊପମୁଖ୍ୟମନ୍ତ୍ରୀଭାବେ ନିତୀନ ପଟେଲ ଶପଥ ନେବେ । ଅହମ୍ମଦାବାଦରେ ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମୀତ ଶାହା ଯୋଗଦେବେ ।ଗତକାଲି ସଂଧ୍ୟାରୁ ଅମିତ ଶ।ହ। ପହଞ୍ଚି ସାରିଛନ୍ତି ।ଏହ। ସହ ଯେଉଁ ରାଜ୍ୟରେ ବିଜେପି କିମ୍ବା ଏନଡିଏର ମୁଖ୍ୟମନ୍ତ୍ରୀ ଅଛନ୍ତି ଏହି ଉତ୍ସବ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବିଜେପି ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଠନ କରିବାକୁ ଯାଊଛି ।ବିଜେୟ ରୂପାନୀ ଦୁଇ ଥର ପାଇଁ ମୁଖ୍ୟମନ୍ତ୍ରୀ ରୁପେ ଶପଥ ନେବାକୁ ଯାଊଥିବାବେଳେ ନିତୀନ ପଟେଲ ମଧ୍ୟ ଊପମୁଖ୍ୟ ମନ୍ତ୍ରୀ ପଦ ଦ୍ବିତୀୟ ଥର ହେବାକୁ ଯାଊଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେଊଥିବାରୁ ବିଜେପି ଏହାର ଶକ୍ତି ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳ।ଇଛି ।

LEAVE A REPLY

Please enter your comment!
Please enter your name here