କିଏ ସତ କହୁଛି ଡାକ୍ତରୀ ଛାତ୍ରୀ ନ। କଲେଜ ପିଅନ

0
145

ଭୁବନେଶ୍ୱର : ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ କ୍ରମେ ବନ୍ଧା ହୋଇଛନ୍ତି କଲେଜ ପିଅନ । ଛ।ତ୍ରୀ ଜଣଙ୍କ କହିଛନ୍ତି ।ପିଅନ ଜଣଙ୍କ ମୋତେ କଲେଜରେ ଛ।ଡି ଦବ।କୁ କହି ଦୁଷ୍କର୍ମ କରିଛନ୍ତି  । ତ।ଙ୍କ ନ।ମ ମନୋଜ ଖଟୁଆ । ହେଲେ ମନୋଜ ଯେଉଁ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୁର୍ଣ୍ଣ ଭିନ୍ନ ଆଉ ତ।ହ। ଯଦି ସତ ହୋଇଥିବ ଅତ୍ୟନ୍ତ ସାଂଘାତିକ  ।
ମନୋଜ କହିଛିଯେ, ଗତକାଲି ରାତିରେ ସଂପୃକ୍ତ ଯୁବତୀଙ୍କ ସହ ଜଣେ ଛାତ୍ର ଓ ଜଣେ ଡାକ୍ତରଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲି  । ସକାଳେ ମୁଁ ପ୍ରିନ୍ସପାଲଙ୍କୁ ଏହା କହିବି ବୋଲି କହିବାରୁ ସେମାନେ ମୋତେ ଭୁଲ୍ ମାଗିଥିଲେ  । କାହାକୁ କହିବନି ବୋଲି ଅନୁରୋଧ କରିଥିଲେ  । ତା’ ପରେ ଶୋଇ ପଡ଼ିଥିଲି  । ରାତି ୪ଟାରେ ମୋତେ ସେମାନେ ଉଠାଇ ନେଲେ ବୋଲି ମନୋଜ କହିଛନ୍ତି  ।
ଅପରପକ୍ଷରେ କଲେଜ କର୍ତୃପକ୍ଷ କହିଛନ୍ତିଯେ, କାଲି ରାତି ସାଢେ଼ ୭ଟାରେ ଏଭଳି ଅଭିଯୋଗ ଆସିଥିଲା  । ତେବେ କଲେଜ କର୍ତୃପକ୍ଷ ରାତି ୧୨ଟାରେ ଏହା ଜାଣିଥିଲେ  । ପୁଲିସକୁ ଡାକି ଅଭିଯୁକ୍ତକୁ ଜିମା ଦେଇଥିଲୁ  । ପୁଲିସକୁ ସମସ୍ତ ସହାୟତା କରିବାକୁ ଆମେ ପ୍ରସ୍ତୁତ  । ଦୋଷୀକୁ କଡ଼ା ଦଣ୍ଡ ଦିଆଯାଉ ବୋଲି କଲେଜ ପକ୍ଷରୁ କୁହାଯାଇଛି  ।

LEAVE A REPLY

Please enter your comment!
Please enter your name here