ଗୁଜୁରାଟ ନିର୍ବାଚନର ପ୍ରଭାବ ଓଡ଼ିଶାରେ ପଡ଼ିବନି :ନବୀନ

0
116

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ରେ କହିଲେ ଯେ ଗୁଜୁରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।
ଗୁଜୁରାଟରେ ଶ।ସନ ବିରୋଧ ଜନମତର ପ୍ରଭାବ ପଡ଼ିଥିବାବେଳେ ଆଗାମୀ ଦିନରେ ଓଡ଼ିଶାରେ ବି ପଡ଼ିବାର ଆଶଙ୍କା ରହିଥିବା ନେଇ ସବୁଠାରେ ଆଲୋଚନାର ବିଷୟ ବସ୍ତୁ ପ।ଲଟିଛି   । ନବୀନ ଏକଥ। ମଧ୍ୟ କହିଥିଲେ ତାଙ୍କ ସରକାର ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି  । ଏପରିକି ବିଜେପୁର ଉପନିର୍ବାଚନରେ ବି ଏହାର ପ୍ରଭାବ ପଡ଼ିବନାହିଁ ବୋଲି ନବୀନ ଆତ୍ମବିଶ୍ୱାସର ସହ ପ୍ରକାଶ କରିଛନ୍ତି  । ସେହିପରି ତାଙ୍କ ସରକାର ଯେ କୈଣସି ସମୟରେ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ନବୀନ ଦୃଢତ।ର ସହ କହିଛନ୍ତି  ।

LEAVE A REPLY

Please enter your comment!
Please enter your name here