ମରୁଡ଼ି ପ୍ରଭାବିତ ଜିଲ୍ଲା ଗୁଡିକରେ ଆଡମିସନ୍ ଏବଂ ଟ୍ୟୁସନ୍ ଫି ଛାଡ଼ ।

0
184

ଭୁବନେଶ୍ବର,ଡିସେମ୍ବର୦୯(ଓଡିଶା ରିଡ଼ର୍): ର।ଜ୍ୟର ମରୁଡ଼ି ପ୍ରଭାବିତ ଜିଲ୍ଲା ଗୁଡିକରେ ଆଡମିସନ୍ ଏବଂ ଟ୍ୟୁସନ୍ ଫି ଛାଡ଼ କରିଛି ଉଚ୍ଚ ଶିକ୍ଷା। ମରୁଡ଼ି ପ୍ରଭାବିତ ୧୫ଟି ଜିଲ୍ଲାର ୧୭ଟି ବ୍ଳକରେ ଥିବା କଲେଜ ଗୁଡ଼ିକରେ ଏହି ଫି ଛାଡ଼ କର।ଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଚିଠି ମିଳିବ। ପରେ ଏହି ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ମାଗିଛନ୍ତି। କଲେଜ ଏବଂ ଛାତ୍ରଛାତ୍ରୀଙ୍କ ତାଲିକା ବିଭାଗ ନିକଟରେ ଯଥ।ଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ।

LEAVE A REPLY

Please enter your comment!
Please enter your name here