ଅଜଣ। ଯୁବକଙ୍କ ଆକ୍ରମଣରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ ।

0
230

ପୁରୀ : ଆନ୍ତର୍ଜାତିକ ବ।ଲୁକ। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଗତକାଲି ଜଣେ ଅଜଣା ଯୁବକ ଆକ୍ରମଣ କରିବ।ରୁ ସେ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେ ଅଜଣ। ଯୁବକ ଜଣକ କିଏ ଓ କ।ହିଁକି ଆକ୍ରମଣ କଲ। ସେ ବିଷୟରେ କିଛି ତଥ୍ୟ ମିଳିପ।ରି ନ।ହିଁ । କୋଣାର୍କ ସ୍ୟାଣ୍ଡ ଆଣ୍ଡ ଆର୍ଟ ଫେଷ୍ଟିଭ।ଲରେ ଏହି ଘଟଣା ଘଟିଛି । ପୋଲିସ ଏ ଘଟଣା ର ତଦନ୍ତ ଚଳ।ଇଛି ।

LEAVE A REPLY

Please enter your comment!
Please enter your name here