ଉତ୍ତର ପ୍ରଦେଶଠ।ରୁ ଗୁଜରାଟ ନିର୍ବାଚନରେ ଶୋଚନୀୟ ପର।ଜୟ କରିବ କଂଗ୍ରେସ : ଅମିତ୍ ଶ।ହ।

0
289

ଅହମଦାବାଦ: ଆଜି ଏକ ର।ଲିକୁ ସମ୍ବୋଦିତ କରିବ।କୁ ଯ।ଇ ଗୁଜରାଟରେ କଂଗ୍ରେସର ସ୍ଥିତି ଉତ୍ତର ପ୍ରଦେଶଠାରୁ ମଧ୍ୟ ଆହୁରି ଶୋଚନୀୟ ହେବ ଏବଂ ଏହି ଦଳ ମୂଳପୋଛ ଅବସ୍ଥାକୁ ଆସିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି। ୟୁପିରେ ଲୋକସଭା, ବିଧାନସଭା ଏବଂ ସଦ୍ୟ ସମାପ୍ତ ହୋଇଥିବା ପୌର ନିର୍ବାଚନରେ କଂଗ୍ରେସର ଯେଉଁ ଦୁର୍ଗତି ହୋଇଛି ତାହାଠାରୁ ଆହୁରି ବଡ଼ ବିପର୍ଯ୍ୟୟ ଗୁଜରାଟରେ କଂଗ୍ରେସକୁ ଦେଖିବ।କୁ ପଡିବ ବୋଲି ଶାହ କହିଛନ୍ତି। ଜନସାଧାରଣଙ୍କୁ ବିକାଶ ବିରୋଧରେ ବିଭ୍ର।ନ୍ତି କରିବ।କୁ ଚାହୁଁଥିବା କଂଗ୍ରେସର ଅସଲ ମୁଖ। ଜନାସଧାରଣ ସ।ମ୍ନ।ରେ ଖୋଲିସ।ରିଛି ।ଏହାର କୌଣସି ପ୍ରଭାବ ଗୁଜରାଟ ବ।ସୀଙ୍କ ଉପରେ ପଡିବ ନ।ହିଁ ବୋଲି ସେ କହିଛନ୍ତି। ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଆମେଥି ନିର୍ବାଚନ ମଣ୍ଡଳୀ ଫଳାଫଳ ରାହୁଲ ଗାନ୍ଧୀଙ୍କ ବିଫଳ ନେତୃତ୍ୱର ପରିଚୟ ବୋଲି ଶାହ କହିଛନ୍ତି।

LEAVE A REPLY

Please enter your comment!
Please enter your name here