ଆଜି ବିଶ୍ୱ ଏଡ୍‌ସ ଦିବସ ।

0
178

ଏଡ୍‌ସ ସାରା ବିଶ୍ୱକୁ ଆଜି କବଳିତ କରି ରଖିଛି । ଦିନ କୁ ଦିନ ଏହ। ଆଜି ଏକ ବିଶ।ଳ ମହାମାରୀର ରୂପ ନେବାରେ ଲାଗିଛି। ଅନେକ ଚେଷ୍ଟା ପରେ ବି ଆଜି ପର୍ଯ୍ୟନ୍ତ ଡାକ୍ତରମ।ନେ ଏହାର ନିରୋଧକ ପଦ୍ଧତି ପ।ଇ ପ।ରିନ।ହ।ନ୍ତି । ବହୁ ଲୋକ ଏହି ରୋଗରେ ଜିବନ ହର।ଉଛନ୍ତି । HIV ଯେକୌଣସି ବୟସର ଲୋକଙ୍କୁ ହୋଇପାରେ। Human immunodeficiency virus ଶରୀରରେ ଇନ୍‌ଫେକ୍ସନ ସୃଷ୍ଟି କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେଇଥାଏ। ଫଳରେ ଛୋଟମୋଟ ରୋଗ ହେଲେ ବି ତାହା ଶୀଘ୍ର ଭଲ ହୋଇନଥାଏ ଫଳରେ ଲୋକେ ମୃତ୍ୟୁବରଣ କରିଥ।ନ୍ତି ।

ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଆସନ୍ତୁ ଜାଣିବା ଏଡ୍‌ସ ଆକ୍ରାନ୍ତ ହେବାର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ।
ପ୍ରତି ୩ରୁ ୪ ଦିନରେ ଜ୍ୱର ହେବା କିମ୍ବା ବାରମ୍ବାର ଜ୍ୱର ହେବା HIV ପଜିଟିଭର ସବୁଠାରୁ ବଡ ଲକ୍ଷଣ।
ଶରୀର ଦୁର୍ବଳ ହୋଇଯିବା ।କିଛି କାମ କରି ଦେଲେ କିମ୍ବା ଏକ୍ସରସାଇଜ କରି ଦେଲେ ଥକି ଯିବା ।
ଶାରୀରିକ ପରିଶ୍ରମ ନକରି ବି ଯଦି ବାରମ୍ବାର ମାଂସପେଶୀ ଟାଣି ହେବା ଭଳି ସମସ୍ୟା ଦେଖ। ଦେଇଥଏ । ସେହିଭଳି ଆଣ୍ଠୁ, କାନ୍ଧ ଭଳି ଅଙ୍ଗ ଫୁଲିବା । ପାଣି ପିଇବା ପରେ ମଧ୍ୟ ଶୋଷ ଲାଗିବା, ଗଳା ଶୁଖିବା । ସବୁ ସମୟରେ ମୁଣ୍ଡବିନ୍ଧା ହୋଇଥାଏ ।ଶରୀରର ଓଜନ ବହୁତ କମିଯାଏ।  ଡାଏଟିଂ ଓ ଏକ୍ସରସାଇଜ ନ କରି ମଧ୍ୟ ଯଦି ଓଜନ କମିବ। ଓ ଚର୍ମ ରଙ୍ଗରେ ପରିବର୍ତନ ଦେଖ।ଦେବ। ଭଳି ସମସ୍ୟା HIV ର ମୁଳ ଲକ୍ଷଣ ଅଟେ ।

LEAVE A REPLY

Please enter your comment!
Please enter your name here