Thursday, October 18, 2018
Home 2017 December

Monthly Archives: December 2017

ଅପେକ୍ଷା ଜିରୋ ନ।ଇଟ୍ କୁ

ଭୁବନେଶ୍ୱର: ଚ।ରିଆ ଆରମ୍ଭ ହେ।ଇଗଲଣି ସତରକୁ ହ।ତ ହଲେଇ ବିଦ।ୟ ଦେବାର ପର୍ବ । ଆଉ ଅଠରକୁ ସ୍ବ।ଗତ କରିବାର ପର୍ବ। କିଏ କେତେ ଢଙ୍ଗରେ ପ।ଳନ କରିବାକୁ ପ୍ରସ୍ତୁତ ।...

ଅଧିକ ସମୟ କଂପ୍ୟୁଟର ଓ ସ୍ମ।ର୍ଟଫୋନ୍ ବ୍ୟବହାର କରୁଛନ୍ତିକି

ଅତି ପାଖରୁ ଟେଲିଭିଜନ ଦେଖିବା, ଦୀର୍ଘ ସମୟ ଧରି କଂପ୍ୟୁଟର ବ୍ୟବହାର, କଂପ୍ୟୁଟର୍‌ରେ ଭିଡିଓ ଗେମ୍‌ ଖେଳିବା, ସ୍ୱାଟ୍‌ର୍ ଫୋନ୍‌ର ଅଧିକ ବ୍ୟବହାର, ଅନ୍ଧାରରେ ମୋବାଇଲ୍‌ ଦେଖିବା, ପଢ଼ାପଢ଼ି ସମୟରେ ଉପଯୁକ୍ତ ଆଲୋକ...

ଓଡିଶ। ହେବ ବିକାଶର କେନ୍ଦ୍ରବିନ୍ଦୁ :ଧର୍ମେନ୍ଦ୍ର

ଭୁବନେଶ୍ୱର: ର।ଜଧ।ନୀ ରେଳଷ୍ଟେସନ୍ ପ୍ଲାଟଫର୍ମ ନମ୍ବର ୬ ପ।ଖରେ ଦ୍ୱିତୀୟ ପ୍ରବେଶ ଦ୍ୱାର କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ୍‌ ଗୋହାଇନ୍‌ ଦ୍ୱାରା...

ନିତିନ ପଟେଲଙ୍କ ପ।ଈଁ ପ।ଟିଦ।ର ନେତା ର।ସ୍ତ।କୁ ଓହ୍ଲାଇବେ

ଅହମ୍ମଦାବାଦ : ଗୁଜରାଟ ବହୁ କଷ୍ଟରେ ଷଷ୍ଠ ଥର ପ।ଇଁ ନିର୍ବାଚିତ ହୋଇ ସରକାର ଗଢିଥିବା ବିଜେପିକୁ ଏତେ ସହଜ ହୋଇନି ସରକାର ଗଢି କ୍ଷମତାକୁ ଉପଭୋଗ କରିବ। କ।ହିଁକିନ।...

ହାର୍ଦ୍ଦିକ ପଟେଲଙ୍କ ୧୦ର ଗୁଗୁଲି , ଅଡ଼ୁଆରେ ବିଜେପି !

ଅହମ୍ମଦାବାଦ : ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି ବୋଲି ଗଣମାଧ୍ୟମରେ ଖବର ଆସିବା ପରେ । ପାଟିଦାର ନେତା...

ବିଜେପୁରର ବିଜୟ ପ।ଇଁ କ।ନରେ ମନ୍ତ୍ର ଫୁଙ୍କିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶ। ଶୀତର ପ୍ରକୋପରେ ଦୁଲୁକୂ ଥିବା ବେଳେ । ବିଜେପୁରରେ ଉପନିର୍ବାଚନ ତାରିଖ ଘୋଷଣା ହେ।ଇନଥିଲେ ମଧ୍ୟ ନିର୍ବାଚନୀ ତ।ତୀ ଦିନକୁ ଦିନ ବଢିବାରେ ଲ।ଗିଛି ।...

ବର୍ଷାରେ ଭିଜିବ ନୂତନ ବର୍ଷ !

ଭୁବନେଶ୍ୱର: ୨୦୧୮ ନବବର୍ଷ ପ।ଇଁ କ।ଉଣ୍ଟଡ଼।ଉନ୍ ଆରମ୍ଭ ହୋଇସ।ରିଛି । ନବବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା । ନବବର୍ଷକୁ କିଏ କିପରିି ଭାବରେ ପାଳନ...

କଟକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ, ପୋଲିସ ଗ।ଡିକୁ ଅଣ୍ଡାମ।ଡ

କଟକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତକୁ ବିଜେପି ଯୁବମୋର୍ଚ୍ଚା ତରଫରୁ ଜୋରଦାର ବିରୋଧ କର।ଯ।ଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସିଡିଏ ଏବଂ ଯୋବ୍ରା ବ୍ୟାରେଜ୍ ନିକଟରେ ଯୁବମୋର୍ଚ୍ଚା କର୍ମୀ...

ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତାନ୍ତର

ଗୁଜରାଟ: ନୂଆକରି ଶପଥ ନେଇଥିବା ଗୁଜରାଟର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ଅଲ୍ ଇଜ୍ ନଟ୍ ଓ୍ବଲ୍ ଏକଥ। ଆଜି ଜଣା ପଡିଛି ସେତେବେଳେ ଯେତେ ବେଳେ ଉଭୟେ ମୁହାଁମୁହିଁ ହୋଇଛନ୍ତି ।ନୂଆ...

ର।ହୁଲଙ୍କ ବୈଠକରେ ବିଧାୟିକ। ଓ ମହିଳା ପୋଲିସ ମୁହଁ।ମୁହିଁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସିମଲା କଂଗ୍ରେସ କାର୍ଯ୍ୟାଳୟରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମୀକ୍ଷା ବୈଠକକୁ ଆସିଥିବା ବିଧାୟିକା ଓ ମହିଳା ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସ। ଓ ମାରପିଟ ସ।ମନ।କୁ ଆସିଛି ।ଦୁହେଁ...
- Advertisement -

MOST POPULAR

HOT NEWS