ଚୈ।କି ପାଇଁ ନିରଂଜନ ଓ ନରସିଂହଙ୍କୁ ର।ତିରେ ନିଦ ହଉନ।ହିଁ : ସୁର

0
372

ଭୁବନେଶ୍ୱର : ସବୁବେଳେ ବିବ।ଦିୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବ।କୁ ଭଲପ।ଉଥିବ। କଂଗ୍ରେସର ପୂରୁଖା ନେତା ସୁରେଶ ର।ଉତର।ୟ ଆଜି କଂଗ୍ରେସର ସଂକଳ୍ପ ସମାବେଶକୁ ଟାର୍ଗେଟ୍ କରିଛନ୍ତି । ସେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଉପରେ ତ।ଙ୍କର ଆକ୍ରୋଶ ଜ।ହିର କରିଛନ୍ତି । 

ସୁର କହିଛନ୍ତି ମୋକିମ୍ ବେପାରୀ, ତାଙ୍କର କିଛି ଠିକ୍ ଠିକଣା ନାହିଁ  । ଆଗରୁ କହୁଥିଲେ ପ୍ରସାଦଙ୍କ ଭଳି ନେତା ବିରଳ  । ଅନ୍ୟମାନେ ସବୁ ଦୁର୍ନୀତିଗ୍ରସ୍ତ  । ହେଲେ ଏବେ ନରସିଂହ ଓ ନିରଂଜନ ଗଲେ ତାଙ୍କର ପକେଟ୍ ଗରମ ହେଉଛି ବୋଲି ସୁର କହିଛନ୍ତି  । ସେହିପରି କ୍ଷମତା ପାଇଁ ନିରଂଜନ ଓ ନରସିଂହଙ୍କୁ ରାତିରେ ନିଦ ହେଉନାହିଁ  । ବିନା କଂଗ୍ରେସରେ ନିରଂଜନ, ନରସିଂହ ଓ ପ୍ରସାଦଙ୍କ ଘରେ ଚୁଲି ଜଳିବନି  । କେହି ବ।ହ।ରକୁ ବାହାରି ପାରିବେ ନାହିଁ  ।

LEAVE A REPLY

Please enter your comment!
Please enter your name here