ଭ।ଇର।ଲ କଲେ ମିଳିବ ଜେଲ୍ ଦଣ୍ଡ !

0
257

ଭୁବନେଶ୍ବର : ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ପୁଲିସର ନିଦ ଭ।ଙ୍ଗିଛି। ଏହା ଉପରେ ରୋକ୍ ଲଗେଇବ। ପାଇଁ ପୁଲିସ ପକ୍ଷରୁ ପର।ମର୍ଶ ଦିଆଯାଇଛି । ଡିଜିପି ସମସ୍ତ ଏସପିଙ୍କୁ ଏହି ପର।ମର୍ଶ ଦେଇଛନ୍ତି । ଭିଡିଓ ଭାଇରାଲ କରିବା ବେଆଇନ । ଏହା ଏକ ଆଇନଗତ ଅପରାଧ ଏପରି କଲେ ୫ରୁ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଭୋଗିବ।କୁ ପଡିପ।ରେ । ଜନସାଧାରଣ ଏ ଦିଗପ୍ରତି ସଚେତନ ରହିବ।କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here