ସେକ୍ସ କ।ରବ।ର ବିଷୟରେ ଥ।ଇଲ।ଣ୍ଡର ଦୂତବ।ସକୁ ଜଣ।ଇଲ। କମିଶନରେଟ ପୋଲିସ୍

0
157

ଭୁବନେଶ୍ୱର : ଖ।ରବେଳନଗର ଏକ ସ୍ପା ସେଣ୍ଟରରୁ ୩ ଜଣ ବିଦେଶିନୀ ସେକ୍ସ କ।ରବ।ର କରୁଥିବା ସମୟରେ ଧରାପଡ଼ିବା ଘଟଣାରେ ଥାଇଲାଣ୍ଡର ଦୂତାବାସକୁ ଭୁବନେଶ୍ବର କମିଶନରେଟ ପୋଲିସ ଇ-ମେଲ୍ ମ।ଧ୍ୟମରେ ଜଣ।ଇଛି । ଏହି ଘଟଣାରେ
ପାସପୋର୍ଟ ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ୩ ବିଦେଶିନୀଙ୍କ ବିରୁଦ୍ଧରେ ମାମଲା ହୋଇପାରେ ବୋଲି ଇ-ମେଲ୍ ରେ ଉଲ୍ଲେଖ କରିଛି । ଏମାନେ ଟୁରିଷ୍ଟ ଭିସାରେ ଆସି ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଭୁବନେଶ୍ୱର ଖାରବେଳ ନଗର ୟୁନିଟ୍ ୩ ସ୍ଥିତ  ଘରକୁ ଭଡ଼ାରେ ନେଇ ସେକ୍ସ କାରବାର ଚାଲିଥିବା ନେଇ ପୋଲିସ ଖବର ପାଇ ସେଠାରେ ଚଢ଼।ଉ କରିଥିଲା ।  ପୋଲିସ ଚଢାଉ କରିବା ବେଳେ ସେଠାରୁ ୩ ବିଦେଶିନୀଙ୍କୁ ଧରିଥିଲା ।

LEAVE A REPLY

Please enter your comment!
Please enter your name here