ବାରିପଦା ଭିଡିଓ ଭାଇରାଲ ଘଟଣାର ଅଭିଯୁକ୍ତ ଗିରଫ

0
208

ବାରିପଦା: ବାରିପଦାର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ବାଇଗଣବାଡ଼ିଆର ଜଣେ ଯୁବକକୁ ପୋଲିସ୍‌ ଗିରଫ କରିଛି।
ଅଭିଯୋଗ ମୁତାବକ ଯୁବକ ଜଣଙ୍କ ଏକ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଯୁବତୀଙ୍କୁ ବ୍ଲାକମେଲିଂ କରୁଥିଲା। ଏଥିପାଇଁ ପୀଡ଼ିତାଙ୍କ ପରିବାର ଲୋକେ ବ।ରିପଦ।ଟାଉନ ଥାନାରେ ଏତଲା ଦ।ୟର କରିଥିଲେ। ଅଭିଯୋଗ ପ।ଇ ପୋଲିସ ଯୁବକକୁ ଗିରଫ କରିଛି। ଉଭୟ ଯୁବକ ଓ ଯୁବତୀ ବାରିପଦାର ଗୋଟିଏ କଲେଜରେ ପଢୁଛନ୍ତି ।

LEAVE A REPLY

Please enter your comment!
Please enter your name here