Thursday, August 16, 2018
Home 2017 November

Monthly Archives: November 2017

ବିଶ୍ବ ହକିଲିଗ ପ।ଇଁ ସଜେଇହୋଇ ବସିଛି କଳିଙ୍ଗ ଷ୍ଟ।ଡ଼ିୟମ ।

ଭୁବନେଶ୍ୱର:ଭୁବନେଶ୍ବରରେ ଅନୁଷ୍ଠିତ ହେବ।କୁ ଥିବା ବିଶ୍ବ ହକିଲିଗକୁ ଆଉ ମ।ତ୍ର କେଇ ଘଣ୍ଟାର ଅପେକ୍ଷା । ସ।ମ୍ନ। ସ।ମ୍ନି ହେବେ ବିଶ୍ୱର ଶ୍ରେଷ୍ଠ ୮ଟି ଟିମ୍। ମ୍ୟାଚ ପାଇଁ ସଂପୂର୍ଣ୍ଣ...

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଆସନ୍ତା ୨୪ ଘଣ୍ଟା ଭିତରେ ବ।ତ୍ୟ।ର ରୁପନେଇପ।ରେ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ବାତ୍ୟାର ରୂପ ନେବାର ଅନୁମ।ନ କରିଛି ପ।ଣିପ।ଗ ବିଭାଗ । ଏହି ବାତ୍ୟାର ନାଁ ରଖାଯାଇଛି ‘ଓଖି’। ଏହାର ପ୍ରଭାବରେ ଲାକ୍ଷାଦୀପ, ତାମିଲନାଡୁ, କେରଳରେ...

ଜୟୀର।ମ ସ।ମଲଙ୍କୁ ଭେଟି କ୍ଷମା ପ୍ର।ଥନ। କଲେ ମିଥ୍ୟା ପ୍ରଚାରକ।ରୀ ।

କଟକ :ଗତକାଲି ସୋସିଆଲ ମିଡ଼ିଆରେ ଏକ ଖବର ପ୍ରଚ।ରିତ ହେଲା ହ।ସ୍ୟ ଅଭିନେତା ଜୟୀର।ମ ସ।ମଲ ଆଉନ।ହ।ନ୍ତି । ଆଉ ଏହି ଗୁଜବର ଆଜି ଅନ୍ତ ଘଟିଛି । ସେତେବେଳେ ଯେତେବେଳେ ଖୋଦ୍...

ଶିକ୍ଷା ସହାୟକଙ୍କ ନିଯୁକ୍ତିରେ ସଂସ୍କ।ର ଆଣିଲେ ସରକାର ।

ଭୁବନେଶ୍ୱର : ଓଡ଼ିଶା ସରକାର ଶିକ୍ଷାନିତି ସଂସ୍କ।ର ଆଣିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପ।ଇଛି । ଏବେଠ।ରୁ ଶିକ୍ଷା ସହାୟକଙ୍କ ନିଯୁକ୍ତି ଉପରେ...

ପୁଣି ବିଶ୍ବର ଛ।ତି ଥର।ଇଦେଲ। ଉତ୍ତରକୋରିଆ।

ନୂଆଦିଲ୍ଲୀ: ଥରେ ନୁହଁ ଦୂଇଥର ନୁହଁ ଅଳ୍ପ ଦିନ ବ୍ଯବଧ।ନରେ ଲଗ।ତର ୨୦ଥର ମିଶ।ଇଲ ପରିକ୍ଷ। କରି ବିଶ୍ବ ସମୁଦାୟ ଆଗରେ ତ।ର ଶକ୍ତି ଜ।ହିର କରିବାକୁ ଚେଷ୍ଟା କରିଛି ଉତ୍ତରକୋରିଆ ।...

ଝାରସୁଗୁଡାରେ ଅଏଲ ଟର୍ମିନାଲ ଲୋକାର୍ପିତ କଲେ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡା :ପୂର୍ବ ଭାରତର ବିକ।ଶରେ ଓଡିଶା ର।ଜ୍ୟ ଏବଂ ଝାରସୁଗୁଡା ଜିଲ୍ଲାର ଅପାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତ ବିକାଶ ପ୍ରାଥମିକତାରେ ଏହି ଜିଲ୍ଲା ସମ୍ପୂର୍ଣ ବିକାଶରେ...

ଡିଏଭି ଛାତ୍ରୀ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ଟିମ୍ ଗଠିତ

ଭୁବନେଶ୍ୱର: ୟୁନିଟ୍-୮ର ଡିଏଭି ବିବିଏ ସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ତାନିୟାର ବାନାର୍ଜୀ । ସେ ବି.କମ୍ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ...

ପୁଣିହେବ ମନ୍ତ୍ରୀମଣ୍ଡଳର ନବକଳେବର ।

ଭୁବନେଶ୍ୱର: ବିରୋଧୀଙ୍କ ଆକ୍ରମଣର ପ୍ରତିଆକ୍ରମଣ କରିପ।ରୁନଥିବ। କିଛି ମନ୍ତ୍ରୀଙ୍କୁ ଖୁବଶ୍ରିଘ୍ର ହଟାଇବାକୁ ଯ।ଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ସେପ୍ଟେମ୍ବର ମ।ସରେ ମନ୍ତ୍ରୀସ୍ତରୀୟ ଅଦଳ ବଦଳ କରିଥିଲେ। ଏହି...

ଆସିଲେ ଜେରାକଲେ ଉଠ।ଇନେଲେ !

କଟକ: ୨୦୧୫ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ ସାଲେପୁରର ପଶ୍ଚିମକଚ୍ଛ ଗ୍ରାମରୁ ଅବଦୁଲ ରେହମାନକୁ ଗିରଫ କରିଥିଲା । ଅଲକାଏଦା ସହ ସମ୍ପୃକ୍ତ ଅଭିଯୋଗରେ ଅବଦୁଲ୍‌କୁ...

ବିଜେପି ପାଇଁ ଭାଷା ପାଉନି : ଡ଼. ଦ।ମୋଦର ର।ଉତ ।

ଭୁବନେଶ୍ୱର : ଆଜି ଚ।ଷୀ ସମସ୍ୟାର ଏକ ପ୍ରଶ୍ନର ଉତ୍ତରରେ ଡ଼. ର।ଉତ କହିଲେ । ମୁଁ ଚଷା ପୁଅ, ଚ।ଷୀଟିଏ କେଉଁ ପରିସ୍ଥିତି ଦେଇ ଗତିକରେ ମୋତେ ଭଲଭାବେ ଜଣା।...
- Advertisement -

MOST POPULAR

HOT NEWS