ସେବ। ପ।ଇଁ ଶ୍ରେଷ୍ଠ ପୁରସ୍କାର ପ।ଇଲ। ବିଜୁ ପଟ୍ଟନାୟକ ବିମାନ ବନ୍ଦର

0
41

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସେବା ନିମନ୍ତେ ତାକୁ ଶ୍ରେଷ୍ଠ ବିମାନ ବନ୍ଦରର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଯାତ୍ରୀ ହାର ବୃଦ୍ଧିରେ ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଥିବା ବିିମାନ ବନ୍ଦରକୁ ମିଳିବ ଏୟାରପୋର୍ଟ ସର୍ଭିସ କ୍ୱାଲିଟି ଆୱାର୍ଡ ୨୦୧୮ । ୨୦ ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here