ସରକାର ବଦଲ।ଇଲେ ସରକାରୀ ମେଡ଼ିକାଲ କଲେଜର ବଣ୍ଡ୍ ପଲିସି

0
5

ଭୁବନେଶ୍ୱର: ଡାକ୍ତର ଅଭାବ ଦୂର ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ସରକାରୀ ମେଡ଼ିକାଲ କଲେଜର ବଣ୍ଡ୍ ପଲିସି ନିୟମ ବଦଳିଛି । ପିଜି ଓ ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ ୨ବର୍ଷ ସରକାରୀ ଚାକିରି କରିବାକୁ ବାଧ୍ୟ କରାଯାଇଛି । ବାହାରକୁ ଗଲେ ପିଜି ପିଲା ଦେଢ଼ କୋଟି ଟଙ୍କା ଦେବେ । ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ ଦୁଇ କୋଟି ଟଙ୍କା ଦେବେ । ଚଳିତ ବର୍ଷରୁ ନୂଆ ନିୟମ ଲାଗୁ ହେବ ।ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

LEAVE A REPLY

Please enter your comment!
Please enter your name here