ଶ୍ରୀ ବଳଦେବ ବେଦବାକଙ୍କ ନେତୃତ୍ୱରେ ବିଜେପିର ଜନସମ୍ପର୍କ ପଦୟାତ୍ରା

0
111

ସୁବର୍ଣ୍ଣପୁର :(ଶରତ ମହାପାତ୍ର)ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ବିଜେପିର ଜନସମ୍ପର୍କ ପଦୟାତ୍ରା ସୋନପୁର ବ୍ଲକ ଖାରୀ,ତରାଇକେଲା,କୁଟସିରା,ବଲାଡ଼ି,ମାଟକୁଡ଼,ମାଲିସିରିଗିଡି,ନାରାୟଣପୁର,ଖରଜୁରା ଆଦି ଗ୍ରାମଗୁଡିକରେ ଲୋକଙ୍କ ପାଖରେ ପହଞ୍ଚି ସମ୍ପର୍କ ଓ ସଭାମାନ କରିଥିଲେ।

LEAVE A REPLY

Please enter your comment!
Please enter your name here