ର।ଜଧ।ନୀରେ ପୁଣି ଯୁବତୀଙ୍କ ଫଟୋ ଭ।ଇର।ଲ୍ ।

0
705

ଭୁବନେଶ୍ୱର, ଡିସେମ୍ବର ୦୮ (ଓଡ଼ିଶା ରିଡ଼ର୍):ଦିନକୁ ଦିନ ସ।ମ।ଜିକ ଗଣମାଧ୍ୟମରେ ଫଟୋ ଭ।ଈର।ଲ ସତେ ଯେପରି ଗୋଟିଏ ସ।ଧ।ରଣ କଥ। ପ।ଲଟି ଯ।ଉଛି । କ।ରଣ ପ୍ରତିଦିନ ର।ଜ୍ୟର କୋଣ ଅନୁକୋଣରେ ଫଟୋ, ଭିଡିଓ ଭ।ଇର।ଲ ଘଟଣା ଖବରର ଶିରୋନ।ମ। ପ।ଲଟୁଛି। ଗତକାଲି ରାଜଧାନୀରେ ପୁଣି ଦୁଇଜଣ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଗୋଟିଏ ନୁହେଁ ଦୁଇ ଦୁଇଟି ଏଭଳି ମାମଲା ଆସିଛି ସ।ମ।ଜିକ ଗଣମାଧ୍ୟମରେ । ଗୋଟିଏ ଖଣ୍ଡଗିରି ଥ।ନ। ଅଞ୍ଚଳର ହୋଇଥିବାବେଳେ, ଆଉ ଗୋଟିଏ ଆସିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ। ସୋସିଆଲ ମିଡିଆରୁ ଫଟୋ ନେଇ କଦର୍ଥ କରି କ୍ୟାପସନ୍ ଲେଖାଯାଇଛି। ଏହାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ। ଯୁବତୀ। ଫଟୋରେ ଅଶ୍ଳୀଳ ଶିରୋନ।ମ। ଲେଖି ପୋଷ୍ଟ କରିଥିବା ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ ପ।ଖରେ ଦାବି କରିଛନ୍ତି।

ଲକ୍ଷ୍ମୀସାଗର ଥ।ନ। ପୋଲିସ ଅମିତୟଦ ଜୈସୱାଲ ନ।ମକ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଖବର ମୁତ।ବକ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ ମନା କରିବାରୁ ଫଟୋ ଭାଇରାଲ କରିଥିବା  ଅଭିଯୋଗ ହୋଇଛି। ପୋଲିସ ଅମିତକୁ ଝ।ଡଖଣ୍ଡରୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here