ମାର୍ଚ୍ଚ ୭ରୁ ସାରା ରାଜ୍ୟରେ +୨ ପରୀକ୍ଷା

0
62

ଭୁବନେଶ୍ୱର: ମାର୍ଚ୍ଚ ୭ରୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ ୭ରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ । ୮ରୁ କଳା ପରୀକ୍ଷା ଆରମ୍ଭ ହେବ । କିନ୍ତୁ ଜାନୁୟାରୀ ୨୮ ତାରିଖରୁ ପେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here