ମହାନଦୀ ବିବାଦ: ଆପସ ଆଲୋଚନା ମାଧ୍ୟମରେ ସମାଧାନ କର :ଖଣ୍ଡପୀଠ

0
81

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ଛତିଶଗଡ଼ ଜଳ ବିବାଦ ଚାଲିଥିଲା । ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଆଜି ହୋଇଛି ଶୁଣାଣି । ଦୁଇ ସପ୍ତାହରେ ଲିଖିତ ଜବାବ ଦାଖଲ ପାଇଁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମଧ୍ୟ କୁହାଯାଇଛି ଆପୋସ ବୁଝାମଣା ଜରିଆରେ ସମାଧାନ କରିବାକୁ ଦୁଇ ରାଜ୍ୟକୁ ପରାମର୍ଶ ଦିଆଯାଇଛି । ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣୀ ମାର୍ଚ୍ଚ ୯ରେ ହେବ |

LEAVE A REPLY

Please enter your comment!
Please enter your name here