ବାୟୁ ସେନାର ଜାଗୁଆର୍ ବିମାନ ଦୁର୍ଘଟଣାଗ୍ରସ୍ତ

0
47

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଠାରେ ସୋମବାର ଭାରତୀୟ ବାୟୁ ସେନାର ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିବା ରେ ସଫଳ ହୋଇ ଛନ୍ତି। ବାୟୁ ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here