ନିଆଁରେ ଜଳି ଦୋକାନୀ ଜିବନ୍ତ ଦଗ୍ଧ

0
76

ବଲାଙ୍ଗୀର : ନିଜ ପ।ନ ଦୋକାନରେ ର।ତିରେ ଶୋଇଥିବା ବେଳେ ଅଗ୍ନି କ।ଣ୍ଡ ଘଟି ଦୋକାନୀ ଜିବନ୍ତ ଦଗ୍ଧ ଏପରି ଏକ ଅଭ।ବନୀୟ ଘଟଣା ଘଟିଛି
ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଲ କଲେଜ ନିକଟରେ ମୃତ ଯୁବକ ହେଲେ ମାଲପଡାର ସୁରଜ ଖେତି। ଲ କଲେଜ ନିକଟରେ ଚା ଦୋକାନ କରିଥିଲେ ସୁରଜ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଥ।ନ।ରେ ଅଭିଯୋଗ ହୋଇଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here