ଦୌଡ଼ରାଣୀ ଦୂତୀ ଚାନ୍ଦ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା

0
8

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ତାଙ୍କ ଟ୍ୱିଟ ମାଧ୍ୟମରୁ ଜଣାପଡ଼ିଛି । ସେ ଟ୍ୱିଟର ମାଧ୍ୟମରେ କହିଥିଲେ ଯେ ତାଙ୍କର ପିଲାବେଳୁ ରାଜନୀତି ପ୍ରତି ଆଗ୍ରହ ରହିଥିଲା । ଏହାମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସ୍ତରରେ ସମ୍ପୃକ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here