ଦିଲ୍ଲୀ ଏମ୍ସ ଜଗା କାଳିଆଙ୍କୁ ଆଉ ୨ ମାସ ରଖିବାକୁ ବାପାଙ୍କ ନିବେଦନ

0
375

 

ଭୁବନେଶ୍ୱର: ପୂର୍ବ ଦିନ ଅପେକ୍ଷା ଜଗା ଅପେକ୍ଷାକୃତ ଭଲ ଅଛି । ସେ ଖେଳାଖେଳି ଓ ବୁଲାବୁଲି କରିପ।ରୁଛି । କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ସଠିକ ଭାବେ ସୁସ୍ଥ ହୋଇନାହିଁ । ଆଜି ପର୍ଯ୍ୟନ୍ତ ସେ ପାଇପ୍ ଯୋଗେ ଖାଦ୍ୟ ଗ୍ରହଣ କରୁଛି । ଜଗା ମୁଣ୍ଡରେ ହୋଇଥିବା ସ୍କିନ୍ ଗ୍ରାଫ୍ଟିଂ ଏଯାବତ ଶୁଖିନାହିଁ । ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟବସ୍ଥା ବେଶି ବିଗିଡ଼ିପାରେ । ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଅ।ଉ ୨ ମାସ ରଖାଯାଉ ବୋଲି କହିଛନ୍ତି ।ଜଗା କାଳିଆଙ୍କ ବାପା ଭୂୟାଁ କହଁର ।

ସେ କହିଛନ୍ତି ଯେ ଦିଲ୍ଲୀ ଏମ୍ସରୁ ସେମାନଙ୍କୁ ଡିସର୍ଜ କରାଗଲେ ଭୁବନେଶ୍ୱର ଏମ୍ସରେ ରଖାଯିବାକୁ ବ୍ୟବସ୍ଥା କରାଯାଉ ।

LEAVE A REPLY

Please enter your comment!
Please enter your name here